Global South Impact from West Asia Conflict: G7 Summit ରେ PM Modiଙ୍କ ବଡ଼ ଚେତାବନୀ, Fuel, Food ଏବଂ Fertiliser ସଙ୍କଟରେ ଦୀର୍ଘ ସମୟ ପ୍ରଭାବିତ ହୋଇପାରେ Global South
Global South Impact from West Asia Conflict କୁ ନେଇ G7 Summit ରେ PM Modi ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦେଇଛନ୍ତି। West Asia ସଙ୍କଟ ଯୋଗୁଁ Fuel, Fertiliser ଏବଂ Food Supply Chains ରେ ସୃଷ୍ଟି ହୋଇଥିବା ବାଧା ବିକାଶଶୀଳ ଦେଶଗୁଡ଼ିକୁ ଦୀର୍ଘ ସମୟ ପ୍ରଭାବିତ କରିପାରେ ବୋଲି ସେ କହିଛନ୍ତି।